ସବୁଦିନ ଅଧରାତିରେ ସ୍ୱାମୀକୁ ଉଠାଇ ସ୍ତ୍ରୀ କରୁଥିଲା ଏହି କାମ, ବାଧ୍ୟ ହୋଇ ଶେଷରେ ସ୍ୱାମୀ ଦେଲା ଛାଡପତ୍ର

ସବୁଦିନ ଅଧରାତିରେ ସ୍ୱାମୀକୁ ଉଠାଇ ସ୍ତ୍ରୀ କରୁଥିଲା ଏହି କାମ, ବାଧ୍ୟ ହୋଇ ଶେଷରେ ସ୍ୱାମୀ ଦେଲା ଛାଡପତ୍ର

କୁହାଯାଏ ଦୁନିଆର ସବୁଠାରୁ ପବିତ୍ର ବନ୍ଧନ ସ୍ୱାମୀ ସ୍ତ୍ରୀଙ୍କର ହୋଇଥାଏ। ବାହାଘର ପରେ ଉଭୟେ ସବୁଦିନ ପାଇଁ ଉଭୟଙ୍କର ସୁଖ ଦୁଃଖର ସାଥୀ ହୋଇଥାନ୍ତି। ଦୁହେଁ ଦୁହିଁଙ୍କ ସାହାର ବନିବାର ସପଥ ଖାଆନ୍ତି। ହେଲେ ଆଜିକାଲି ବଦଳୁଥିବା ସମାଜିକ ପରିବେଶରେ ସ୍ୱାମୀ ସ୍ତ୍ରୀ ଙ୍କ ଏହି ସମ୍ପର୍କ ଅନେକ ବାଧାବିଘ୍ନ ଆସୁଛି। ଯେଉଁଥି ପାଇଁ କିଛି ସ୍ୱାମୀ ସ୍ତ୍ରୀ ଅଲଗା ହେବାର ନିଷ୍ପତି ନେଉଛନ୍ତି।
Third party image reference
ସମାଜର ବଢୁଥିବା କୁରିତିୟର ଶୀକାର ହେଉଛି ବାହାଘର ଭଳି ପବିତ୍ର ସମ୍ପର୍କ। ଆଜି ଆମେ ଆପଣଙ୍କୁ ଏକ ଏମିତି ଘଟଣା ବିଷୟରେ ବତେଇବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ସୂଚନା ଅନୁଯାୟୀ ଏହି ଘଟଣାଟି ହେଇଛି ନୋଇଡା ସେକ୍ଟର ୩୪ ର ଅଟେ। ଆଶ୍ଚର୍ଯ୍ୟ କରିଦେବା କଥା ଏହା କି ଏଠାରେ ଜଣେ ଦମ୍ପତି ଛାଡପତ୍ର ଦେଇଛନ୍ତି, ହେଲେ ଛାଡପତ୍ର ପଛର କାରଣ ପୂରା ଭିନ୍ନ।
ଜଣାପଡିଛି ସବୁଦିନ ରାତିରେ ସ୍ତ୍ରୀ ଜୋର୍ ଜବରଦସ୍ତ ସ୍ୱମୀକୁ ଟିକଟକ୍ ଭିଡିଓ କରିବାକୁ ବାଧ୍ୟ କରୁଥିଲା। ଇଂଜିନିୟର ସ୍ୱାମୀ ବିକାଶ ବାହାଘର ଦେଢ ବର୍ଷ ତଳେ ଦିଲ୍ଲୀର କରୋଳ ବାଗ୍ ର ଝିଅ ଆରତୀକୁ ବିବାହ କରିଥିଲେ, ବାହାଘର ପରେ ସବୁକିଛି ଠିକ୍ ଥିଲା, ହେଲେ କିଛି ଦିନ ପରେ ସ୍ତ୍ରୀ ଆରତୀ ଅଭିନୟ ଶିଖିବା ପାଇଁ ଆକଟିଗଂ କ୍ଲାସ୍ ଯିବାକୁ ଲାଗିଥିଲା।
Third party image reference
ଏଥିପାଇଁ ସ୍ୱାମୀ ବିକାଶ କିଛି ବି କହିନଥିଲେ ହେଲେ ଘଟଣା ସେତେବେଳେ ବିଗାଡିବାକୁ ଲାଗିଲା ଯେତେବେଳେ ସ୍ତ୍ରୀ ଆରତୀ ଅଧିକ ସୋସିଆଲ୍ ବ୍ୟବହାର କରିବାକୁ ଲାଗିଲା। ଯାହା ପାଇଁ ସ୍ୱାମୀ ଚିନ୍ତାରେ ପଡିଗଲେ। ଏହାପରେ ସ୍ତ୍ରୀ ଟିକଟକ୍ ଭିଡିଓ ଛଡା ଫେସବୁକ ୱାଟସପ୍ ରେ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲା। ସ୍ୱାମୀ ଅଫିସରୁ ଆସିଲା ପରେ ସ୍ତ୍ରୀ ଜୋର ଜବରଦସ୍ତ ସ୍ୱାମୀକୁ ଟିକଟକ୍ ଭିଡିଓ ବନାଇବାକୁ ବାଧ୍ୟ କରୁଥିଲା। କିଛି ଦିନ ଏମିତି ସହିବା ପରେ ସ୍ୱାମୀ ବିକାଶ ଓ ସ୍ତ୍ରୀ ଆରତିଙ୍କ ଭିତରେ ବିବାଦ ବଢିବାକୁ ଲାଗିଲା।
ବିବାଦ ଏତେ ବଢିଗଲା ଯେ ଶେଷରେ ବିକାଶ ପତ୍ନୀ ଆରତିଙ୍କ ଉପରେ ଥାନାରେ ଅଭିଯୋଗ ଆଣିଲେ କି ତାଙ୍କ ପତ୍ନୀ ସବୁବେଳେ ଡେରି ରାତି ଯାଏଁ ଶୋଇବାକୁ ନ ଦେଇ ମୋବାଇଲରେ ଭିଡିଓ କରିବାକୁ ବାଧ୍ୟ କରୁଛନ୍ତି। ଶେଷରେ ଉଭୟେ ନିଷ୍ପତି ନେଇ ଅଲଗା ହେବା ପାଇଁ, ଗାଜିଆବାଦ୍ କୋର୍ଟ ରେ ଉଭୟଙ୍କ ଛାଡପତ୍ର କରିଥିଲେ।

Post a Comment

0 Comments