ମାତ୍ର ୨ ଟଙ୍କାରେ ସବୁ ମଶା ମରିଯିବେ , ବିଶ୍ୱାସ ହେଉନାହିଁ ଯଦି ଆପଣାଇ ନିଅନ୍ତୁ ଏହି ଚମତ୍କାରୀ ଉପାୟ

ମାତ୍ର ୨ ଟଙ୍କାରେ ସବୁ ମଶା ମରିଯିବେ , ବିଶ୍ୱାସ ହେଉନାହିଁ ଯଦି ଆପଣାଇ ନିଅନ୍ତୁ ଏହି ଚମତ୍କାରୀ ଉପାୟ

Third party image reference
ମଶା ଦ୍ୱାରା ହେଉଥିବା ରୋଗ ବହୁତ ଖତରନାକ ହୋଇଥାଏ । ଯାହା ଆପଣଙ୍କୁ ଶରୀରରେ ଭାରିମାତ୍ରାରେ କ୍ଷତି ପହଞ୍ଚାଇଥାଏ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦୁନିଆଁରେ ହେଉଥିବା ରୋଗ ଯେପରି ଡେଙ୍ଗୁ, ଚିକେନଗୁନିଆଁ, ମ୍ୟାଲେରିଆ ଆଦି ଦିନକୁ ଦିନ ବୃଦ୍ଧି ହେବାକୁ ଚାଲିଛି , ଏହି ରୋଗକୁ ଦେଖି ଦେଶରେ ମରୁଥିବା ଲୋକଙ୍କ ସଂଖ୍ୟା ବି ବୃଦ୍ଧି ହେବାକୁ ଲାଗିଛି , ଏମିତିରେ ମଶାଙ୍କୁ ଘରୁ ଦୁରେଇବା ପାଇଁ ସମସ୍ତଙ୍କ ଏକ ମୁଖ୍ୟ ଲକ୍ଷ୍ୟ ହୋଇସାରିଛି , ଯଦି ଆପଣ ବି ନିଜ ଛୁଆଙ୍କୁ ଓ ପରିବାରକୁ ମଶା ଦ୍ୱାରା ହେଉଥିବା ରୋଗରୁ ଦୁରେଇବାକୁ ଚାହୁଁଛନ୍ତି ତେବେ ଏହା ପାଇଁ କିଛି ତ ପ୍ରୟାସ କରିବାକୁ ପଡିବ । ଏବେ ଏହି ମଶାକୁ ମାରିବାଉ ବଜାରରେ ନାନା ପ୍ରକାରର କେମିକାଲ୍ ଓ ରସାୟନ ପ୍ରଡକ୍ଟ ଉପଲ୍ଲବ୍ଧ ଅଛି ।
ଏହି ପ୍ରଡକ୍ଟ କିଛି ସମୟ ପର୍ଯ୍ୟନ୍ତ ମଶା ମାନଙ୍କ ଉପଦ୍ରବରୁ ତ ରଖାକରିଥାଏ , କିନ୍ତୁ ଏହାର ବିଷାକ୍ତ ଧୁଆଁ ଓ କେମିକାଲ୍ ସ୍ୱାସ୍ଥ୍ୟ ପାଇଁ ଖତରନାକ୍ ହୋଇପାରେ , କିନ୍ତୁ ଆଜି ଆଂଏ ଏହି ମଶାରୁ ରକ୍ଷା ପାଇବାପାଈଁ ଏକ ଶସ୍ତା ଓ କାରଗର ଉପାୟ କହିବାକୁ ଯାଊଛୁ , ଏହି ମଶାମାନଙ୍କୁ ଉପାୟ ଦ୍ୱାରା କିଛି ମିନିଟ୍ ମଧ୍ୟରେ ଦୁରେଇ ପାରିବେ , ଏହା ଛଡା ଆମେ ଆପଣଙ୍କୁ କହିଦେବୁ କି ଏହି ଉପାୟ କରିବାପାଇଁ ଆପଣଙ୍କୁ ଅଧିକା ପଇସା ଖର୍ଚ୍ଚ ହେବ ନାହିଁ , କାରଣ ଏଥିପାଇଁ କେବଳ ଆପଣ ୨ ଟଙ୍କା ହିଁ ଖର୍ଚ୍ଚ କରିବାକୁ ପଡିବ , ଏହା କୌଣସି କେମିକାଲ୍ ନୁହେଁ ବରଂ ନ୍ୟାଚୁରାଲ୍ ତରିକା ହୋଇଥାଏ ।
ମ୍ୟାଲେରିଆ : ମ୍ୟାଲେରିଆରୁ ହେଉଥିବା ଏମିତି ରୋଗ ଅଟେ ଯାହା ସାଧାରଣ ଲୋକଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ । ମ୍ୟାଲେରିଆ ମାତା ଏନୋଫ୍ଲିସିସ୍ ମଶା କାମୁଡିବା ଦ୍ୱାରା ହୋଇଥାଏ , ଯାହାର କାରଣରୁ ଆମେ ଅଧିକା ଜ୍ୱର ଆସିବା , ଗରମ ଲାଗିବା , ଝାଳ ବାହାରିବା ଜ୍ୱର ଛାଡିଯିବା , ବାନ୍ତି ଆସିବା , ମୁଣ୍ତରୁ ରକ୍ତ ପ୍ରବାହ କମ୍ ହେବା , ଯେପରି ଲକ୍ଷଣ ଦେଖାଯାଏ ।
ଡେଙ୍ଗୁ : ଡେଙ୍ଗୁ ଏକ ପ୍ରକାରର ଭାଇରସ୍ ସଂକ୍ରମଣ ହୋଇଥାଏ , ଯାହା ମାତା ଏଡିସ୍ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ , ଡେଙ୍ଗୁରେ ଅଧିକା ଜ୍ୱର, ମୁଣ୍ତ ପିଡା , ଶରୀର ପୀଡା, ବାନ୍ତି ଆସିବା ତ୍ୱଚା ଲାଲ୍ ଆସିବ , ଯେପରି ଲକ୍ଷଣ ଦେଖାଯାଇଥାଏ , ଡେଙ୍ଗୁ ଭାଇରସ୍ ଗ୍ରସିତ ଏକ ମଶା ଅନେକ ଲୋକଙ୍କୁ ରୋଗାକ୍ରାନ୍ତ କରିଥାନ୍ତି ।
ଚିକେନ୍ ଗୁନିଆଁ : ଚିକେନ୍ ଗୁନିଆଁ ଏକ ପ୍ରକାରର ଭାଇରାଲ୍ ଜ୍ୱର ହୋଇଥାଏ , ଯାହା କେବେ କେବେ ମହାମାରୀ ରୁପ ଧାରଣ କରିନିଏ , ଏହି ରୋଗରେ ପିଡିତ ବ୍ୟକ୍ତି ଆଣ୍ଠୁ ଗଣ୍ଠିରେ ବହୁତ ପିଡା ହୋଇଥାଏ , ଯାହାକୁ ନେଇ ସେ ପେଟେଇ ହୋଇ ଶୋଇ ରହିଥାଏ , ଚିକେନ୍ ଗୁନିଆ ଏଡିସ୍ ମଶା ଏଡଜିପ୍ତି କାରଣରୁ ହୋଇଥାଏ , ଯାହା ଦିନରେ କାମୁଡିଥାଏ ।
Third party image reference
ମଶାଙ୍କୁ ଘରୁ ଭଗାଇବାପାଇଁ ଏକ ମାତ୍ରା ନ୍ୟାଚୁରାଲ୍ ତରିକା କର୍ପୁର୍ ଅଟେ, କର୍ପୁର୍ ଜଳାଇବା କାମ ଦ୍ୱାରା ଏହା ସମ୍ଭବ ହୋଇପାରେ , ଆୟୁର୍ବେଦିକ ଏକ୍ସପର୍ଟ ଗୀତାଞ୍ଜଳୀ ଶର୍ମାଙ୍କ ଅନୁସାରେ କର୍ପୁର ହେଲଥ୍ ପାଇଁ ବହୁତ ସିଦ୍ଧକର ହୋଇଥାଏ , ଏହା ସଂପୁର୍ଣ୍ଣ ନିରାପଦ ଅଟେ, ଏହା ଛଡା କର୍ପୁର କୁ ଜଲାଇବା ଦ୍ୱାରା ବାର୍ଡିଗ୍ ରେ ପ୍ରଭାବ ଦେଖାଯାଏ , ଡାଃ ଶର୍ମାଙ୍କ ଅନୁସାରେ କର୍ପୁର୍ ଛଡା ଏମିତି ବହୁତ ଜିନିଷ ଅଛି ଯାହାକୁ ଆପଣାଇ ସହଜରୁ ମଶାଙ୍କୁ ଘରୁ ଦୁର କରିହେବ , ଏଥିରେ ଏକ ତେଜ ପତ୍ର ବି ହୋଇଥାଏ , ଯଦି ତେଜପତ୍ରକୁ କର୍ପୁର୍ ଜଲାଇଦେବେ ତେବେ ମଶା ନଜର ଆସିବେ ନାହିଁ , ଏହା ଛଡା ଏହି ତରିକା ଆପଣଙ୍କ ହେଲଥ୍ ଉପରେ ପଜେଟିଭ୍ ପ୍ରଭାବ ପକାଇବ ।

Post a Comment

0 Comments